belabhumi
Saturday, July 22, 2017
ପ୍ରଜାପତି ଡ଼େନାରେ ଲେଖୁଛି ଚିଠି
ରଙ୍ଗ ମାଖି ଏଠି ଖଟଇ ବେଠି
ପ୍ରିତୀ ନୁହେଁ ଏତ ମିଠା ଜହର
ପିଇବାକୁ ଥାଏଁ ସଦା ତତ୍ପର
ଜାଣେନା ପାଇବା ସତରେ ଚିଠି
ଜହର ପିଇ ମୁଁ ଗାଏ ଏ ଗୀତି .
Sunday, July 16, 2017
Newer Posts
Older Posts
Home
Subscribe to:
Posts (Atom)