Powered By Blogger

Saturday, October 29, 2016

ପ୍ରୋଢର ମାୟାଜଲରେ ପଡିବା ପୂବର୍ରୁ
ଓହ୍ଲାଇ ଦେଇଛି ବୟସକୁ
କାଂଧରୁ
କଂକି ଧରିବା, ପିଜୁଳି ଚୋରି, ନଈରୁ ମାଛଧରି
କିଶୋରିକୁ ପୋଡି ଖୁଆଇବାରେ 
ସମୟ ନିଅଣ୍ଟ ତାର
ଫୁସର୍ତ କାହିଂ
ଧରାଦେବ ମୋତେ.
ଶୁଭ ଦୀପାବଳି

No comments:

Post a Comment