belabhumi
Friday, November 4, 2016
ନବ କଳେବର
ବର୍ଷାର ରିମଝିମ୍ ଗୀତ ଭିତରୁ
କାହାର ଏ ରୁଣୁଝୁଣୁ ଶବ୍ଦ
ଚୁଡି ଅବା ପାଉଂଜି
ବର୍ଷାରାଣୀର ଏ କଣ
ନବ କଳେବର !
ଚୁଡି ଓ ପାଂଉଜି ପିଂଧି
ନେଳୀ ନାଇଲନ ଶାଢୀ କାନିରେ
ଇଂଦ୍ରଧନୁ ଝୁଲାଇ
କେଉଂ ପାହାଡ ସଂଧି ଆଡକୁ
କିମିଆ କରି ଟାଣିନେଇଯାଅ ତୁମେ !
No comments:
Post a Comment
Newer Post
Older Post
Home
Subscribe to:
Post Comments (Atom)
No comments:
Post a Comment