Powered By Blogger

Sunday, April 30, 2017



ନିଦାଘ କଣ ଓଗାଳି ପାରେ ଫଗୁଣର ଧିର ପାଦଶବ୍ଦ
ଯେପରି ଫଗୁଣ ନିରବରେ ଦେଖୁଥାଏ ହୃଦୟର ଝଡ


 ଅପ୍ରେଲର ମଧ୍ୟାହ୍ନରେ ସୂର୍ଯ ବୁଣେ ନୀଳ ଶିହରଣ
କୃଷ୍ନଚୂଡା ଝର୍କା ପାଖେ ଦେଇଯାଏ ଜହ୍ନ-ନିମଂତ୍ରଣ 







No comments:

Post a Comment