Powered By Blogger

Saturday, December 24, 2016

ଆଜି ରାଜକିଶୋର ପଟ୍ଟନାୟକଂକ ଜନ୍ମ ଶତବାର୍ଷିକୀ ସଂପାନ ଅବସରରେ ଉକ୍ତଳ ବିଶ୍ବବିଦ୍ୟାଳୟ ଓଡିଆ ବିଭାଗରେ /  ରାଜକିଶୋରଂକ ଉପନ୍ୟାସ ଆଲୋଚନା ଅବସରରେ ମଡର୍ନିଷ୍ଟ ନଭେଲ ଓ କଲୋନିଆଲ ମଡର୍ଣିଜିମ ପ୍ରସଂଗରେ ତାଂକର ପ୍ରାସଂଗିକତାକୁ ବିଶ୍ଳେଷଣ କରିଥିଲି /

No comments:

Post a Comment