Powered By Blogger

Wednesday, December 14, 2016

 ଭୋକ

ଅରଣ୍ୟର ଚିତ୍ରିତ ଅଜଗର 
ଭୋକର ଜିଭରେ
ପୋଛି ନିଏ
ମଗୁଶିରର ଧାନ ଖେତ
ଛାତିର ଥନରୁ
ମାଉଁସ ଝୁଣେ ଶିଶୁ
 ଶିଶୁର ମୁଁହକୁ
ଉଜୁଡା ଖେତକୁ ଦେଖି
ହିସାବ କରେ
ପେଟ ତଳ ଆୟରେ
କେତେଦିନ ବଂଚାଇ ପାରିବ
ଚାରୋଟି ପେଟ

No comments:

Post a Comment