Powered By Blogger

Wednesday, December 14, 2016

   ଭୋକ


ଅରଣ୍ୟର ଚିତ୍ରିତ ଅଜଗର ଭୋକର ଜିଭରେପୋଛି ନିଏମଗୁଶିରର ଧାନ ଖେତଛାତିର ଥନରୁମାଉଁସ ଝୁଣେ ଶିଶୁ ଶିଶୁର ମୁଁହକୁଉଜୁଡା ଖେତକୁ ଦେଖିହିସାବ କରେପେଟ ତଳ ଆୟରେକେତେଦିନ ବଂଚାଇ ପାରିବ ଚାରୋଟି ପେଟ


No comments:

Post a Comment